ରାଜ୍ୟରେ କାଳବୈଶାଖୀ ପ୍ରଭାବ ! ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା

25

କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାଲାଗି ରହିଛି । ସକାଳୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ଆକାଶ ମେଛାଚ୍ଚନ୍ନ ଥିବାରୁ ପାଗ କୋହଲା ରହିଛି । ତେବେ ୧୦ ଓ ୧୧ ତାରିଖରେ ଅଧିକ ବର୍ଷାର ସମ୍ଭାବନା ରହିଛି ।

ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏପରି ପାଗ ଲାଗି ରହିବା ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ରା ବଢିପାରେ । କେବେଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-