ୟୁନିଟ ୮ ଅଂଚଳରେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ! କାରଣ ଅସ୍ପଷ୍ଟ

Advertisment
ୟୁନିଟ ୮ ଅଂଚଳରେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ! କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଭୁବନେଶ୍ୱର ୟୁନିଟ ୮ ଅଂଚଳରେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର , ମୃତ ଛାତ୍ର ସୁରଜ କୁମାର ବାରିକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ କଷ୍ଟିଂ ପାଠ ପଢୁଥିବା ବେଳେ ଏକ ପ୍ରାଇଭେଟ କଂପାନୀରେ ଚାକିରି କରୁଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe