ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିବାଦୀୟ ସେକ୍ସ ସିଡିକୁ ନେଇ ଜୋର୍ ଧରିଲା ରାଜନୀତି । କମିସନରେଟ ପୁଲିସ ଅଫିସ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଓ ଗିରଫ ଦାବି କରିଛି ବିଜେପି ।

Advertisment

ସେକ୍ସ ସିଡିରେ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।