ତାତିରୁ ମିଳିଲା ତ୍ରାହି ! ପ୍ରବଳ ଖରା ପରେ ବର୍ଷାରେ ଭିଜିଛି ରାଜଧାନୀ

ତାତିରୁ ମିଳିଲା ତ୍ରାହି ! ପ୍ରବଳ ଖରା ପରେ ବର୍ଷାରେ ଭିଜିଛି ରାଜଧାନୀ

କନକ ବ୍ୟୁରୋ : ତାତିରୁ ମିଳିଲା ତ୍ରାହି । ଦୁଇ ତିନି ଦିନ ପ୍ରବଳ ଖରା ପରେ ଆଜି ବର୍ଷାରେ ଭିଜିଛି ରାଜଧାନୀ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ବର୍ଷା ହୋଇଛି । ଅପରାହ୍ନରୁ ବର୍ଷା ହେଉଛି । ଗଲା ତିନି ଦିନ ହେବ ରାଜ୍ୟରେ ତାପମାତ୍ର ହୁହୁ ହୋଇ ବୃଦ୍ଧି ପାଉଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଥିବା ବେଳେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରହୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe