କନକ ବ୍ୟୁରୋ : ତାତିରୁ ମିଳିଲା ତ୍ରାହି । ଦୁଇ ତିନି ଦିନ ପ୍ରବଳ ଖରା ପରେ ଆଜି ବର୍ଷାରେ ଭିଜିଛି ରାଜଧାନୀ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ବର୍ଷା ହୋଇଛି । ଅପରାହ୍ନରୁ ବର୍ଷା ହେଉଛି । ଗଲା ତିନି ଦିନ ହେବ ରାଜ୍ୟରେ ତାପମାତ୍ର ହୁହୁ ହୋଇ ବୃଦ୍ଧି ପାଉଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଥିବା ବେଳେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରହୁଥିଲା ।
ତାତିରୁ ମିଳିଲା ତ୍ରାହି ! ପ୍ରବଳ ଖରା ପରେ ବର୍ଷାରେ ଭିଜିଛି ରାଜଧାନୀ
/kanak/media/post_attachments/wp-content/uploads/2017/03/vlcsnap-2017-03-06-17h30m01s035.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)