ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ : ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ୨ ପୁରୁଷଙ୍କ ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ

Advertisment
ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ : ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ୨ ପୁରୁଷଙ୍କ ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ । ୨ ଦେହଜୀବୀଙ୍କ ସହ ୨ଜଣ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଫ୍ଲାଟ ଉପରେ ଚଢାଉ କରି ସମସ୍ତଙ୍କୁ ଉଦ୍ଧାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe