ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ : ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ୨ ପୁରୁଷଙ୍କ ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ

ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା ପୁଲିସ

128

କନକ ବ୍ୟୁରୋ : ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ । ୨ ଦେହଜୀବୀଙ୍କ ସହ ୨ଜଣ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଫ୍ଲାଟ ଉପରେ ଚଢାଉ କରି ସମସ୍ତଙ୍କୁ ଉଦ୍ଧାର କରିଛି ।

 

Comments are closed.