ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ : ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ

ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ : ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ । ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ । ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାରେ ୨ ବିହାରୀ ଯୁବକଙ୍କ ମାଷ୍ଟର ମାଇଣ୍ଡ ଥିବା ସୂଚନା । ୫ ଅଭିଯୁକ୍ତ ମଧ୍ୟରେ ଅଛନ୍ତି ୩ଜଣ ମହିଳା । କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଚାଲଣ । ଘଟଣାରେ ପୋଲିସ ସନ୍ଦେହ ନକରିବ ସେଥିପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe