ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର : ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଲେ

Advertisment
ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର : ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଲେ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର । ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଛନ୍ତି । ମନ୍ଦିର ପରିସରରେ ଗାଡ଼ି ଦେଖି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ କମିଶନ । ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଗାଡ଼ି ରଖିବାକୁ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଯୋଜନା କରାଯାଇଛି । ରୁକୁଣା ରଥ ନିର୍ମାଣ ହେଉଥିବା ସ୍ଥାନକୁ ଯାଇ ବୁଲି ଦେଖିବା ସହ କାମ ଠିକ୍ ଚାଲିଥିବା କହିଛନ୍ତି ବିଏମସି କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe