କରୋନା ନିୟମ ଉଲଙ୍ଘନ କରି ଜନ୍ମଦିନ ପାଳିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିନା ମାସ୍କ ଓ ସାମାଜିକ ଦୂରତା ପାଳନ ହେଲା ଜନ୍ମଦିନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Advertisment
କରୋନା ନିୟମ ଉଲଙ୍ଘନ କରି ଜନ୍ମଦିନ ପାଳିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିନା ମାସ୍କ ଓ ସାମାଜିକ ଦୂରତା ପାଳନ ହେଲା ଜନ୍ମଦିନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : କୋଭିଡ଼ ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ ଦୁରତା ।

ନା କେହି ମାସ୍କ ପିନ୍ଧିବାର ଦେଖିବାକୁ ମିଳିଥିଲା । ସମସ୍ତେ ସାଂସଦଙ୍କ ଜନ୍ମଦିନ ପାଳନ କରିବାରେ ମସଗୁଲ, ଆଉ ଭୁଲିଗଲେ କରୋନା କଟକଣା ପାଳନକୁ । ସାଂସଦଙ୍କ ଜନ୍ମଦିନ ଉତ୍ସବର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe