ମେ ୫ ତାରିଖ ଯାଏଁ ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ : ପଜିଟିଭ ଚିହ୍ନଟ ପରେ ବିଶୋଧନ ପାଇଁ ପଦକ୍ଷେପ

ମେ ୫ ତାରିଖ ଯାଏଁ ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ : ପଜିଟିଭ ଚିହ୍ନଟ ପରେ ବିଶୋଧନ ପାଇଁ ପଦକ୍ଷେପ

କନକ ବ୍ୟୁରୋ : ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ । କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ବିଶୋଧନ କରିବା ପାଇଁ ବିଏମସି ଏହି ପଦକ୍ଷେପ ନେଇଛି । ଆଜିଠାରୁ ମେ' ୫ ତାରିଖ ଯାଏଁ କୋର୍ଟ ପରିସରକୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିକୃତ ଲୋକଙ୍କୁ ଛାଡିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe