ରାଜଧାନୀରେ ଜଣ୍ଡିସ୍ ବ୍ୟାପିବା ପରେ ବିଏମସି ଛାନିଆ । ତରବରିଆ ଭାବେ ବିଭିନ୍ନ ୱାର୍ଡରେ ପହଁଚି ଲୋକଙ୍କୁ ସଚେତନତା କରାଯାଉଛି । ଏଥିସହ ଜଣ୍ଡିସ ପ୍ରଭାବିତ ଝରଣା ସାହି ଏବଂ ବେହେରା ସାହିର ପାଣିଟାଙ୍କିକୁ ସଫା କରାଯାଇଛି । ବିଏମସି ମେୟରଙ୍କୁ ଏଥିପାଇଁ ଦୀର୍ଘ ୨ ଘଂଟା କାଳ ଖୁବ କସରତ କରିବାକୁ ପଡିଥିଲା ।
କୂଅ ଜଗିଲେ ମେୟର
/kanak/media/post_attachments/wp-content/uploads/2016/04/vlcsnap-2016-04-09-18h35m16s328.png)