ତାତିରୁ ମିଳିଲା ଆଶ୍ୱସ୍ତି ! ରାଜଧାନୀରେ କାଳବୈଶାଖୀ

Advertisment
ତାତିରୁ ମିଳିଲା ଆଶ୍ୱସ୍ତି ! ରାଜଧାନୀରେ କାଳବୈଶାଖୀ

କନକ ବ୍ୟୁରୋ : ତାତିରୁ ମିଳିଲା ଆଶ୍ୱସ୍ତି । ଭୁବନେଶ୍ୱରରେ କାଳବୈଶାଖୀ । ପ୍ରଭାବରେ ରାଜଧାନୀରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି ।  କାଳବୈଶାଖୀ ପରେ ଦୀର୍ଘ ଦିନର ଗୁଳୁଗୁଳି ଏବଂ ଗରମରୁ ମୁକ୍ତି ପାଇଛନ୍ତି ରାଜଧାନୀବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe