୬୮ ବର୍ଷରେ ପାଦ ଥାପିଲା ରାଜଧାନୀ । ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରତିଷ୍ଠା ଦିବସ ପାଳନ କମିଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ମାର୍ଟ ସିଟି ଘୋଷଣା ହେବା ପରେ ପ୍ରଥମ ଜନ୍ମଦିନ ପାଳନ କରୁଛି ଭୁବନେଶ୍ୱର । ତେଣୁ ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।
ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ, ୬୮ ବର୍ଷରେ ପାଦ ଥାପିଲା ରାଜଧାନୀ
/kanak/media/post_attachments/wp-content/uploads/2016/04/vlcsnap-2016-04-13-11h45m54s938.png)