ଭୁବନେଶ୍ୱର ଟ୍ରେଜେରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ! ସର୍ଟ ସକିର୍ଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର ଟ୍ରେଜେରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ! ସର୍ଟ ସକିର୍ଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

କନକ ବ୍ୟୁରୋ : ଭୁବନେଶ୍ୱର ଟ୍ରେଜେରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସକିର୍ଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେଜେରୀ କାର୍ଯ୍ୟାଳୟର ଚତୁର୍ଥ ମହଲାରେ ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ଲାଗିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe