ନାଚିଲେ କମିସନର୍ ଝୁମିଲେ ଅଫିସର୍ ! ରଂଗର ଖେଳରେ ମତୁଆଲ ହେଲା ସାରା ଓଡ଼ିଶା

Advertisment
ନାଚିଲେ କମିସନର୍ ଝୁମିଲେ ଅଫିସର୍ ! ରଂଗର ଖେଳରେ ମତୁଆଲ ହେଲା ସାରା ଓଡ଼ିଶା

କନକ ବ୍ୟୁରୋ : ହୋଲିର ମଉଜରୁ ବାଦ ପଡ଼ି ନାହିଁନ୍ତି କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀ । ପୁଲିସ୍ ଡିଜିଙ୍କଠୁ ଆରମ୍ଭ କରି ଡିସିପିଙ୍କ ଯାଏଁ, ରଙ୍ଗ ଅବିରରେ ପୁରା ରଙ୍ଗିନ ହୋଇଯାଇଛନ୍ତି । ହୋଲିରେ ଜନସାଧାରଣଙ୍କ ସୁରକ୍ଷାକୁ ତଦାରଖ କରିବା ସହ ବେଶ୍ ଜମାମଜଲିସରେ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି । ପରସ୍ପର ଦେହରେ ରଙ୍ଗ ବୋଳାବୋଳି ହୋଇ ରଙ୍ଗିନ୍ ମାହୋଲରେ ଝୁମିଛନ୍ତି କମିସନରେଟ୍ ପୁଲିସର ବହୁ ବରିଷ୍ଠ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe