ଭୁଶୁଡି ପଡିଲା ବିମାନବନ୍ଦର ଛାତ । ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା । ଏପର୍ଯ୍ୟନ୍ତ ମିଳି ପାରିନି କୌଣସି ସ୍ପଷ୍ଟ ସୂଚନା

Advertisment
ଭୁଶୁଡି ପଡିଲା ବିମାନବନ୍ଦର ଛାତ । ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା । ଏପର୍ଯ୍ୟନ୍ତ ମିଳି ପାରିନି କୌଣସି ସ୍ପଷ୍ଟ ସୂଚନା

କନକ ବ୍ୟୁରୋ: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ୱର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୁଶୁଡିଲା ନବନିର୍ମିତି କୋଠାର ଛାତ । ଭୁଶୁଡି ଥିବା କୋଠା ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା ।

publive-image

ତେବେ ଆଜି ରାତିରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏଯାଏଁ ବିମାନ ବନ୍ଦରର କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe