କନକ ବ୍ୟୁରୋ: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ୱର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୁଶୁଡିଲା ନବନିର୍ମିତି କୋଠାର ଛାତ । ଭୁଶୁଡି ଥିବା କୋଠା ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା ।
ତେବେ ଆଜି ରାତିରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏଯାଏଁ ବିମାନ ବନ୍ଦରର କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-24-23h45m47s44.png)
/kanak/media/post_attachments/wp-content/uploads/2020/01/vlcsnap-2020-01-24-23h45m09s182.png)
/kanak/media/post_attachments/wp-content/uploads/2020/01/vlcsnap-2020-01-24-23h44m57s55.png)