୪୧ ବର୍ଷ ପରେ ଭିତରକନିକା ଅଭୟାରଣ୍ୟର ଏକମାତ୍ର ଧଳା କୁମ୍ଭୀର ଗୋରୀର ଅଣ୍ଡାଦାନ

Advertisment
୪୧ ବର୍ଷ ପରେ ଭିତରକନିକା ଅଭୟାରଣ୍ୟର  ଏକମାତ୍ର ଧଳା କୁମ୍ଭୀର ଗୋରୀର ଅଣ୍ଡାଦାନ

ଭିତରକନିକା : ୪୧ ବର୍ଷ ପରେ ଧଳା କୁମ୍ଭୀର ଗୋରୀର ଅଣ୍ଡାଦାନ । ଏକକାଳୀନ ୪୦ଟି ଅଣ୍ଡାଦେଲା ଭିତରକନିକା ଅଭୟାରଣ୍ୟର ଏକମାତ୍ର ଧଳା କୁମ୍ଭୀର ଗୋରୀ । ୧୯୭୫ରେ ଭିତରକନିକା ଅଭୟାରଣ୍ୟର ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଇଥିଲା ଗୋରୀ । ଏକମାତ୍ର ବିରଳ ଧଳା କୁମ୍ଭୀର ଭାବେ ସାରା ବିଶ୍ୱରେ ଓଡିଶାର ପରିଚୟ ସୃଷ୍ଟି କରିଥିଲା ଗୋରୀ କୁମ୍ଭୀର । ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ମାସ୍କଟ ହୋଇଥିଲା ଗୋରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe