ଭବାନୀ ପାଟଣାରେ ସହରରେ ଆତଙ୍କ : ବିଳମ୍ବିତ ରାତିରେ ୨ଟି ଭାଲୁ ପଶିଆସିଥିବାରୁ ଲୋକେ ରାତି ଅନିଦ୍ରା; ଭାଲୁଙ୍କୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କଲା ବନ ବିଭାଗ

Advertisment
ଭବାନୀ ପାଟଣାରେ ସହରରେ ଆତଙ୍କ : ବିଳମ୍ବିତ ରାତିରେ ୨ଟି ଭାଲୁ ପଶିଆସିଥିବାରୁ ଲୋକେ ରାତି ଅନିଦ୍ରା; ଭାଲୁଙ୍କୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କଲା ବନ ବିଭାଗ

କନକ ବ୍ୟୁରୋ : ସହରରେ ପଶିଲା ଜଙ୍ଗଲି ଭାଲୁ । ଏହାକୁ ନେଇ ଆତଙ୍କିତ ଲୋକେ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ପଶିଛି ଜଙ୍ଗଲି ଭାଲୁ । ବିଳମ୍ୱିତ ରାତିରେ ସହର ଭିତରକୁ ଭାଲୁଟି ପଶି ଆସିବା ପରେ ଲୋକଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି । ଘଟଣା ଜଣାପଡିବା ପରେ ବନବିଭାଗ ଟିମ୍ ପହଁଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ଭାଲୁକୁ କାବୁ କରି ଜଙ୍ଗଲରେ ଛାଡି ଦିଆଯିବାନେଇ ସୂଚନା ଦେଇଛି ବନବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe