ଲୋକସଭା ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି ମହତାବ: ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରେ ରେସରେ ଅଛନ୍ତି ଆଗରେ

Advertisment
ଲୋକସଭା ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି ମହତାବ: ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରେ ରେସରେ ଅଛନ୍ତି ଆଗରେ

କନକ ବ୍ୟୁରୋ: ଲୋକସଭା ବାଚସ୍ପତି ପଦବୀ ପାଇଁ ଭର୍ତ୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ମୋଦୀଙ୍କ ତୃତୀୟ ପାଳିରେ ବାଚସ୍ପତି ଦାୟିତ୍ୱ ଭର୍ତ୍ତୃହରିଙ୍କୁ ମିଳିପାରେ । କୁହାଯାଉଛି ସବୁ ରାଜନୈତିକ ଦଳ ସହ ସୁସଂପର୍କ ଓ ସଂସଦୀୟ ଅଭିଜ୍ଞତା ଦୃଷ୍ଟିରୁ ଭର୍ତ୍ତୃହରିଙ୍କୁ ବାଚସ୍ପତି ଦାୟିତ୍ୱ ମିଳିପାରେ ।

ବାଚସ୍ପତି ରେସରେ ଭର୍ତ୍ତୃହରି ମହତାବ
କାହିଁକି ଭର୍ତ୍ତୃହରି?
୧- ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
୨- ସବୁ ରାଜନୈତିକ ଦଳ ସହ ସୁସଂପର୍କ
୩- ଭଲ ବିତର୍କ କରିପାରନ୍ତି
୪- ୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲ୍ୟାମେଣ୍ଟାରିଆନ ଆୱାର୍ଡ
୫- ୪ ଥର ସଂସଦ ରତ୍ନ ଆୱାର୍ଡ
୬- ଅଭିଜ୍ଞତା ଓ ସଂସଦରେ ବରିଷ୍ଠତା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ ଦାବିଦାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe