କନକ ବ୍ୟୁରୋ: ଲୋକସଭା ବାଚସ୍ପତି ପଦବୀ ପାଇଁ ଭର୍ତ୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ମୋଦୀଙ୍କ ତୃତୀୟ ପାଳିରେ ବାଚସ୍ପତି ଦାୟିତ୍ୱ ଭର୍ତ୍ତୃହରିଙ୍କୁ ମିଳିପାରେ । କୁହାଯାଉଛି ସବୁ ରାଜନୈତିକ ଦଳ ସହ ସୁସଂପର୍କ ଓ ସଂସଦୀୟ ଅଭିଜ୍ଞତା ଦୃଷ୍ଟିରୁ ଭର୍ତ୍ତୃହରିଙ୍କୁ ବାଚସ୍ପତି ଦାୟିତ୍ୱ ମିଳିପାରେ ।
ବାଚସ୍ପତି ରେସରେ ଭର୍ତ୍ତୃହରି ମହତାବ
କାହିଁକି ଭର୍ତ୍ତୃହରି?
୧- ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
୨- ସବୁ ରାଜନୈତିକ ଦଳ ସହ ସୁସଂପର୍କ
୩- ଭଲ ବିତର୍କ କରିପାରନ୍ତି
୪- ୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲ୍ୟାମେଣ୍ଟାରିଆନ ଆୱାର୍ଡ
୫- ୪ ଥର ସଂସଦ ରତ୍ନ ଆୱାର୍ଡ
୬- ଅଭିଜ୍ଞତା ଓ ସଂସଦରେ ବରିଷ୍ଠତା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ ଦାବିଦାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/36-3.jpg)