ମାୟାନଗରୀରେ ହଲଚଲ । ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।

1,815

କନକ ବ୍ୟୁରୋ: ମାୟାନଗରୀରେ ହଲଚଲ, ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ । ନାର୍କୋଟିକ୍ସ ବ୍ୟୁରର ପଚରାଉଚରା ବେଳେ ଗଞ୍ଜେଇ ନିଶା ସେବନ କରୁଥିବା ନେଇ ମାନିଛନ୍ତି ଉଭୟ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ସ ଲିମ୍ବାଚିୟା । ଏପରିକି ପ୍ରଡକସନ୍ ଅଫିସ୍ ଏବଂ ଭାରତୀ ସିଂଙ୍କ ଘରୁ ୮୬.୫ ଗ୍ରାମ୍ ଗଞ୍ଜେଇ ଜବତ ମଧ୍ୟ କରିଛି ଏନସିବି । ତେବେ ଡ୍ରଗ୍ସ ଲିଙ୍କ୍ ନେଇ ସକାଳେ ଭାରତୀ ସିଂଙ୍କ ମୁମ୍ବାଇସ୍ଥିତି ବାସଭବନରେ ଚଢ଼ାଉ କରିଥିଲା ଏନସିବିସି । ପରେ ପଚରା ଉଚରାରୁ ଉଭୟ ଗଞ୍ଜେଇ ସେବନ କରୁଥିବା ମାନିଛନ୍ତି । ବର୍ତ୍ତମାନ ଭାରତୀ ସିଂଙ୍କ ସ୍ୱାମୀ ହର୍ସ ଲିମ୍ବାଚିୟାଙ୍କ ପରୀକ୍ଷା କରାଯାଉଛି ।