ଭାରତ ପେଟ୍ରୋଲିୟମ କର୍ପୋରେସନରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସର୍ତ୍ତ ପୂରଣ କଲେ ତୁରନ୍ତ ମିଳିଯିବ ଚାକିରି
ଡିପ୍ଲୋମାଧାରକ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ୱେବସାଇଟ୍; www.bharatpetroleum.com
ପଦବୀ ସଂଖ୍ୟା: ୪୪
ପଦବୀ ସଂପର୍କିତ ଖବର; General Workman Trainee (କେମିକାଲ/ ମେକାନିକାଲ/ଇନଷ୍ଟ୍ରୁମେସନ)
ଶିକ୍ଷାଗତ ଯୋଗ୍ୟତା: ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିଥିବା ଦରକାର
ଆବେଦନ କରିବାର ଶେଷ ତାରିଖ: ୧୧ ଜୁନ,୨୦୧୮
ବୟସ ସୀମା: ୧୮ରୁ ୩୦ ବର୍ଷ
ଆବେଦନ କରିବାର ପ୍ରକ୍ରିୟା: ଆଶାୟୀପ୍ରାର୍ଥୀ ସମ୍ବନ୍ଦିତ ୱେବସାଇଟକୁ ଯାଇ, ସେଥିରେ ଦିଆଯାଥିବା ନିର୍ଦ୍ଦେଶାନୁସାରେ ଅନଲାଇ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ । ଆବେଦନ ଶେଷ ହେବାପରେ ଏହାର ଏକ ପ୍ରିଂଟଆଉଟ୍ ବାହାର କରି ଆଗାମୀ ଚୟନ ପ୍ରକ୍ରିୟା ପାଇଁ ନିଜ ପାଖରେ ସୁରକ୍ଷିତ ରଖିଦିଅନ୍ତୁ ।
ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟକୁ ଆଧାର କରି କରାଯିବ ।
ତେବେ ଏସଂପର୍କରେ ଅଧିକ ସୂଚନା ଜାଣିବାକୁ ଚାହିଁଲେ, ଆପଣ ସମ୍ବନ୍ଧିତ ୱେବସାଇଟକୁ ଯାଇ ପୂରା ତଥ୍ୟ ଜାଣିପାରିବେ ।