ଭଂଜନଗର ବିରିକୋଟ ନିକଟରେ ଗଛରେ ପିଟିହୋଇ ଓଲଟିଲା ବସ୍ : ୬୦ଜଣ ଗୁରୁତର

ଭଂଜନଗର ବିରିକୋଟ ନିକଟରେ ଗଛରେ ପିଟିହୋଇ ଓଲଟିଲା ବସ୍ : ୬୦ଜଣ ଗୁରୁତର

ଭଂଜନଗର : ଓଲଟିଲା ବସ୍ । ଗଛରେ ପିଟିହୋଇ ଓଲଟି ପଡିଲା ବସ୍ । ଦୁର୍ଘଟଣାରେ ୬୦ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ଜଣ ବସ୍ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ଭଂଜନଗର ବିରିକୋଟ ନିକଟରେ ଓଲଟି ପଡିଛି ଘରୋଇ ବସ୍ ‘କାଳେଶ୍ୱରୀ’ । କେନ୍ଦ୍ରଗଡରୁ ବ୍ରହ୍ମପୁର ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଯୋଗୁଁ ଓଲଟି ପଡିଛି ବସ୍  ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe