ଭଂଜନଗର : ଓଲଟିଲା ବସ୍ । ଗଛରେ ପିଟିହୋଇ ଓଲଟି ପଡିଲା ବସ୍ । ଦୁର୍ଘଟଣାରେ ୬୦ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ଜଣ ବସ୍ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।
ଭଂଜନଗର ବିରିକୋଟ ନିକଟରେ ଓଲଟି ପଡିଛି ଘରୋଇ ବସ୍ ‘କାଳେଶ୍ୱରୀ’ । କେନ୍ଦ୍ରଗଡରୁ ବ୍ରହ୍ମପୁର ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଯୋଗୁଁ ଓଲଟି ପଡିଛି ବସ୍ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/3-1.jpg)