ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ

ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ

ଭଦ୍ରକ : ଭଦ୍ରକ ଭଣ୍ଡାରିପୋଖରୀର ହନୁମାନ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ । ୨ ମୃତ ୯ଜଣ ଗୁରୁତର । ଗୁରୁତରଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର । ୪ଜଣଙ୍କ ଅବସ୍ଥା ସଂକଟାପନ୍ନ । କଟକରୁ ଦୁର୍ଗାପୂଜା ଦେଖି ଭଦ୍ରକର ମଇତାପୁରକୁ ଫେରୁଥିବାବେଳେ ଘଟିଛି ଏହି ଦୁର୍ଘଟଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe