ଭଦ୍ରକ : ଭଦ୍ରକ ଭଣ୍ଡାରିପୋଖରୀର ହନୁମାନ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ । ୨ ମୃତ ୯ଜଣ ଗୁରୁତର । ଗୁରୁତରଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର । ୪ଜଣଙ୍କ ଅବସ୍ଥା ସଂକଟାପନ୍ନ । କଟକରୁ ଦୁର୍ଗାପୂଜା ଦେଖି ଭଦ୍ରକର ମଇତାପୁରକୁ ଫେରୁଥିବାବେଳେ ଘଟିଛି ଏହି ଦୁର୍ଘଟଣା ।
ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ
/kanak/media/post_attachments/wp-content/uploads/2016/10/vlcsnap-2016-10-10-09h13m18s774.png)