ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକ ସହ ବାଇକର ଧକ୍କା : ଦୁର୍ଘଟଣାରେ ଗୁରୁତର ବାଇକ୍ ଆରୋହୀଙ୍କ ଠାରୁ ବ୍ରାଉନ ସୁଗାର ଜବତ

Advertisment
ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକ ସହ ବାଇକର ଧକ୍କା : ଦୁର୍ଘଟଣାରେ ଗୁରୁତର ବାଇକ୍ ଆରୋହୀଙ୍କ ଠାରୁ ବ୍ରାଉନ ସୁଗାର ଜବତ

କନକ ବ୍ୟୁରୋ : ଦୁର୍ଘଟଣାରେ ଗୁରୁତର ବାଇକ୍ ଆରୋହୀଙ୍କ ଠାରୁ ବ୍ରାଉନ ସୁଗାର ଜବତ । ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ ଆରୋହୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଭଦ୍ରକ ପୁଲିସ ।

ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ । ଏଥିରେ ଗୁରୁତ ଦୁଇ ଯୁବକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଗୁରୁତର ଦୁଇ ଜଣ ଭୁବନେଶ୍ୱରର ହୋଇଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe