କନକ ବ୍ୟୁରୋ : ଦୁର୍ଘଟଣାରେ ଗୁରୁତର ବାଇକ୍ ଆରୋହୀଙ୍କ ଠାରୁ ବ୍ରାଉନ ସୁଗାର ଜବତ । ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ ଆରୋହୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଭଦ୍ରକ ପୁଲିସ ।
ଭଦ୍ରକ ୫ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ । ଏଥିରେ ଗୁରୁତ ଦୁଇ ଯୁବକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଗୁରୁତର ଦୁଇ ଜଣ ଭୁବନେଶ୍ୱରର ହୋଇଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/brown-sugar.jpg)