ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ କମିଲା ବର୍ଷାର ପରିମାଣ: ୪୬୬.୭ ମିଲିମିଟର ବଦଳରେ ୪୧୦.୮ ମିଲିମିଟର ବର୍ଷା ରେକର୍ଡ

Advertisment
ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ କମିଲା ବର୍ଷାର ପରିମାଣ: ୪୬୬.୭ ମିଲିମିଟର ବଦଳରେ ୪୧୦.୮ ମିଲିମିଟର ବର୍ଷା ରେକର୍ଡ

କନକବ୍ୟୁରୋ:୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ବର୍ଷାର ପରିମାଣ କମିଛି। ଏହି ସମୟରେ ୪୧୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ୪୬୬.୭ ମିମି ବର୍ଷା ହେବା କଥା। କିନ୍ତୁ ୪୧୦.୮ ମିଲିମିଟର ବର୍ଷା ହୋଇଛି। ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟ, ନୂଆପଡ଼ା ଓ ବୌଦ୍ଧରେ ଅଧିକ ବର୍ଷା ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe