ଖାଦ୍ୟ ସୁରକ୍ଷା ଯୋଜନା ହିତାଧୀକାରୀଙ୍କୁ ମିଳିଲା ୧ହଜାର ଲେଖାଏଁ ଟଙ୍କାର ସହାୟତା ରାଶି, ଟଙ୍କା ନେବା ପାଇଁ ବିଭିନ୍ନ କଂଟ୍ରୋଲ ଦୋକାନରେ ଭିଡ଼

Advertisment
ଖାଦ୍ୟ ସୁରକ୍ଷା ଯୋଜନା ହିତାଧୀକାରୀଙ୍କୁ ମିଳିଲା ୧ହଜାର ଲେଖାଏଁ ଟଙ୍କାର ସହାୟତା ରାଶି, ଟଙ୍କା ନେବା ପାଇଁ ବିଭିନ୍ନ କଂଟ୍ରୋଲ ଦୋକାନରେ ଭିଡ଼

କନକ ବ୍ୟୁରୋ : ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଛି ହଜାରେ ଟଙ୍କା । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଟଙ୍କା ପାଇଁ କଂଟ୍ରୋଲ ଦୋକାନ ଆଗରେ ଲାଗିଛି ହିତାଧିକାରୀଙ୍କ ଭିଡ । ଦିନ ୧୦ଟାରେ କଂଟ୍ରୋଲ ଦୋକାନ ଖୋଲୁଛି । କିନ୍ତୁ ସକାଳ ୫ଟାରୁ କଂଟ୍ରୋଲ ଦୋକାନର ପାଖରେ ପହଂଚି ଯାଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ସାମନ ଚିତ୍ର । ହଜାରେ ଟଙ୍କା ନେବା ପାଇଁ ଡିଲରଙ୍କ ପାଖରେ ହିତାଧିକାରୀଙ୍କ ଭିଡ ଲାଗୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe