କନକ ବ୍ୟୁରୋ : ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଛି ହଜାରେ ଟଙ୍କା । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଟଙ୍କା ପାଇଁ କଂଟ୍ରୋଲ ଦୋକାନ ଆଗରେ ଲାଗିଛି ହିତାଧିକାରୀଙ୍କ ଭିଡ । ଦିନ ୧୦ଟାରେ କଂଟ୍ରୋଲ ଦୋକାନ ଖୋଲୁଛି । କିନ୍ତୁ ସକାଳ ୫ଟାରୁ କଂଟ୍ରୋଲ ଦୋକାନର ପାଖରେ ପହଂଚି ଯାଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ସାମନ ଚିତ୍ର । ହଜାରେ ଟଙ୍କା ନେବା ପାଇଁ ଡିଲରଙ୍କ ପାଖରେ ହିତାଧିକାରୀଙ୍କ ଭିଡ ଲାଗୁଛି ।

Advertisment