କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ

Advertisment
କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ

କନକ ବ୍ୟୁରୋ : କରୋନା ବଦଳାଇଦେଲା ବିମାନବନ୍ଦରର ଚିତ୍ର । ଖାଁ ଖାଁ ହୋଇଯାଇଛି ବେଙ୍ଗାରୁଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ।  ଦିନରେ ଏହି ଏୟାରପୋର୍ଟରେ ବିଦେଶକୁ ଯିବା ଲାଗି ଭିଡ ଲାଗୁଥିଲା । କିନ୍ତୁ ଆଜି ଏହି ବିମାନବନ୍ଦର ଶୂନଶାନ ହୋଇଯାଇଛି । ଏହି ଏୟାରପୋର୍ଟରୁ ମାତ୍ର ଅଳ୍ପ ବିମାନ ବିଦେଶକୁ ଯାଉଛି । ଦୁବାଇ, ମାଳଦ୍ୱୀପ ଭଳି ଅଳ୍ପ ଦେଶକୁ ଏଠାରୁ ବିମାନ ଯାଉଛି । ପର୍ଯ୍ୟଟନ ବି ପ୍ରଭାବିତ ହୋଇଛି । ବିମାନବନ୍ଦରରେ ଅଛନ୍ତି ମାତ୍ର ହାତଗଣତି ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀ ।  ଆଉ ବେଙ୍ଗାରୁଲୁ ଏୟାରପୋର୍ଟରୁ  ଏହାର ଭିଡିଓ ସେୟାର କରିଛନ୍ତି ବିଦେଶ ଯାଉଥିବା ଜଣେ ଓଡିଆ ଯୁବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe