ହଲିଉଡ୍ ଅଭିନେତା ବେନ୍ ଏଫ୍ଲେକ୍(୫୬) ନିଜର ପୂର୍ବ ପତ୍ନୀ ଜେନିଫର୍ ଗାର୍ଣ୍ଣର(୪୬) ସହିତ ଔପଚାରିକ ରୂପେ ଅଲଗା ହେବା ପରେ ଆଇସକ୍ରିମ ଖାଉଥିବା ଅବସ୍ଥାରେ ଦେଖାଗଲେ । ରିପୋର୍ଟ ମୁତାବକ, ପୂର୍ବ ଦମ୍ପତି ଏଇଠି ନିଜର ୬ବର୍ଷର ପୁଅ ସାମୁଏଲ ସହିତ ଆଇସକ୍ରିମର ମଜା ନେଉଥିବା ନଜର ଆସିଥିଲେ ।  ଉଭୟ ଔପଚାରିକ ଭାବେ ଅଲଗା ହୋଇଛନ୍ତି ।

Advertisment

publive-image

ଏକ ବ୍ୟକ୍ତିଗତ ନ୍ୟାୟାଧୀଶ ଦମ୍ପତିଙ୍କ ଛାଡପତ୍ର କାଗଜରେ ଉଭୟଙ୍କ ସହମତିରେ ହସ୍ତାକ୍ଷର କରିଥିଲେ, ଯାହାମକୁ ନଭେମ୍ବରର ଆରମ୍ଭରେ ଏଲୟ କାଉଣ୍ଟି ସୁପରିୟର୍ କୋର୍ଟଙ୍କ ନ୍ୟାୟାଧୀଶ ପାଖରେ ଦାଖଲ କରାଯାଇଥିଲା । ବେନ୍ ନିକଟରେ ହିଁ ମଦର ସେବନ ପାଇଁ ପୁନର୍ବାସ ଅବଧି ପୁରା କରିଛନ୍ତି ।

publive-image