କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବେଲବାହାଳିଠାରେ କୁଶେଇ ସେତୁ ନିର୍ମାଣର ଆଜି ଦ୍ୱିତୀୟ ଦିନ । ସେତୁ ନିର୍ମାଣ କାମ ଆରମ୍ଭ ହେବା ପରେ ଗାଁଲୋକେ ଏହାକୁ ବିରୋଧ କରିନାହାଁନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତାବିତ ସେତୁ ନିର୍ମାଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରଥମେ ଗତକାଲି ସେତୁ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଥିବାବେଳେ ପରେ ନିର୍ମାଣ କାମକୁ ବିରୋଧ କରିନାହାଁନ୍ତି । ଗତକାଲି ଗ୍ରାମବାସୀ ବିରୋଧ କରିଥିବାରୁ ବେଲବାହାଳି ବଜାରରେୁ ୧୪୪ଧାରା ଜାରି କରାଯାଇଥିଲା । ଗତ ବର୍ଷ ଜୁଲାଇ ମାସରେ ସେତୁ ନିର୍ମାଣକୁ ବିରୋଧ କରିବାରୁ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-20-10h16m51s649.png)