ରିଲିଜ୍ ହେଲା ‘ବେଗମ ଜାନ୍’ ର ଟ୍ରେଲର ! ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ବିଦ୍ୟା ବାଲାନ

Advertisment
ରିଲିଜ୍ ହେଲା ‘ବେଗମ ଜାନ୍’ ର ଟ୍ରେଲର ! ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ବିଦ୍ୟା ବାଲାନ

ଫ୍ଲୋରକୁ ଆସିଛି ବର୍ଷ ୨୦୧୭ର ବହୁ ଚର୍ଚ୍ଚିତ ସିନେମା ‘ବେଗମ ଜାନ୍’ ର ଟ୍ରେଲର । ସିନେମାର ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ବିଦ୍ୟା ବାଲାନଙ୍କୁ । ଏହି ସିନେମାରେ ରହିଛି ଦେଶ ବିଭାଜନ ସମୟର ଏକ କାହାଣୀ । ଆଉ ବେଗମ ଜାନରେ ବେଗମ୍ ସାଜିଛନ୍ତି ନିଜେ ବିଦ୍ୟା ବାଲାନ ।

ତେବେ, କୁହାଯାଉଛି ବିଦ୍ୟାଙ୍କ ଏହା ସବୁଠାରୁ ଦମଦାର ଅଭିନୟ । ଆସନ୍ତା ଏପ୍ରିଲ ୧୪ ତାରିଖରେ ରିଲିଜ୍ ହେବ ଏହି ସିନେମାଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe