ଫ୍ଲୋରକୁ ଆସିଛି ବର୍ଷ ୨୦୧୭ର ବହୁ ଚର୍ଚ୍ଚିତ ସିନେମା ‘ବେଗମ ଜାନ୍’ ର ଟ୍ରେଲର । ସିନେମାର ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ବିଦ୍ୟା ବାଲାନଙ୍କୁ । ଏହି ସିନେମାରେ ରହିଛି ଦେଶ ବିଭାଜନ ସମୟର ଏକ କାହାଣୀ । ଆଉ ବେଗମ ଜାନରେ ବେଗମ୍ ସାଜିଛନ୍ତି ନିଜେ ବିଦ୍ୟା ବାଲାନ ।
ତେବେ, କୁହାଯାଉଛି ବିଦ୍ୟାଙ୍କ ଏହା ସବୁଠାରୁ ଦମଦାର ଅଭିନୟ । ଆସନ୍ତା ଏପ୍ରିଲ ୧୪ ତାରିଖରେ ରିଲିଜ୍ ହେବ ଏହି ସିନେମାଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/begum-jaan.jpg)