ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଦଳଡିଆଁ ରାଜନୀତି । ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ

Advertisment
ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଦଳଡିଆଁ ରାଜନୀତି । ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଦଳଡିଆଁ ରାଜନୀତି ।  ବିଜେଡିରେ ସାମିଲ ହୋଇଛନ୍ତି  ନିକଟରୁ ବିଜେପିରୁ ଇସ୍ତଫା ଦେଇଥିବା ନେତା  ରମାକାନ୍ତ ଭୋଇ ।

ଗତ ନିର୍ବାଚନରେ ରମାକାନ୍ତ ତିର୍ତୋଲରୁ  ଲଢି ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ କିଛିଦିନ ତଳେ  ସେ ଦଳରୁ ଇସ୍ତଫା ଦେଇଥିଲେ ।  ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ  ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe