କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଦଳଡିଆଁ ରାଜନୀତି । ବିଜେଡିରେ ସାମିଲ ହୋଇଛନ୍ତି ନିକଟରୁ ବିଜେପିରୁ ଇସ୍ତଫା ଦେଇଥିବା ନେତା ରମାକାନ୍ତ ଭୋଇ ।
ଗତ ନିର୍ବାଚନରେ ରମାକାନ୍ତ ତିର୍ତୋଲରୁ ଲଢି ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ କିଛିଦିନ ତଳେ ସେ ଦଳରୁ ଇସ୍ତଫା ଦେଇଥିଲେ । ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/31-9.jpg)