କନକ ବ୍ୟୁରୋ: ଜିଲ୍ଳାର ୧୮ ରୁ ୨୫ ବର୍ଷର ଛାତ୍ରୀଙ୍କ ମଧ୍ୟରେ ଲୁଚିଥିବା ଲୁକ୍କାୟିତ ପ୍ରତିଭା ଓ ସୁନ୍ଦରତାକୁ ଲୋକାଲୋଚନ କୁ ଆଣିବା ଏବଂ ସେମାନଙ୍କୁ ଏକ ପ୍ଳାଟ ଫର୍ମ ଦେବା ପାଇଁ ଜୟପୁର ସହରର ବେଦିକାରେ ଚାଲିଛି ମିସ କୋରାପୁଟର ଅଡ଼ିସନ । ଜିଲ୍ଳାର ୫୦ରୁ ଅଧିକା ଛାତ୍ରୀ ଏହି ଅଡ଼ିସନରେ ଭାଗ ନେଇ ନିଜର ଟ୍ୟାଲେଣ୍ଟ ଦେଖାଉଛନ୍ତି । କିଏ ରାମ୍ପ ସୋ କରୁଛି ତ ଆଉ ନାଚ କରି ନିଜର ଟ୍ୟାଲେଣ୍ଟ ଦେଖାଉଛି । ତ ଆଉ କିଏ ନିଜ ବୁଦ୍ଧିର ପରିକ୍ଷା ଦେଉଛି ଯାହା ଅଡ଼ିସନ ସେଟରେ ବସିଥିବା ଜର୍ଜ ମାନେ ପଚାରୁଛନ୍ତି ।
ପଛୁଆ ଜିଲ୍ଲାରେ ସୁନ୍ଦରୀ ଖୋଜା ପ୍ରତିଯୋଗିତା: କୋରାପୁଟରେ ସୁନ୍ଦରୀ ଝିଅ ପାଇଁ ଚାଲିଛି ଅଡିସନ୍
/kanak/media/post_attachments/wp-content/uploads/2022/11/vlcsnap-2022-11-07-18h42m34s56.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)