କନକ ବ୍ୟୁରୋ: ବିଭିନ୍ନ ବାରକୁ ଝିଅ ଯୋଗାଉଥିବା ଅଭିଯୋଗରେ ଜଣେ ଦଲାଲ୍କୁ ମାଡ଼ । ଭୁବନେଶ୍ୱରର ଏକ ହୋଟେଲରେ ଜଣେ ବ୍ୟକ୍ତିଙ୍କୁ ନିଦ୍ଦୁର୍ମ ମାଡ଼ ମରାଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । ରୁଣ୍ଡ ହୋଇ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ପରିଚୟ ମିଳିପାରିନାହିଁ ।
ବାରଗାର୍ଲ ଯୋଗାଉଥିବା ଦଲାଲକୁ ମାଡ। ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି।
/kanak/media/post_attachments/wp-content/uploads/2023/03/Screen-Shot-2023-03-18-at-3.26.59-PM.jpg)