କନକ ବ୍ୟୁରୋ: ଭାଲୁ ଖେଳୁଛି ଫୁଟବଲ । ଏହା କେଉଁ ଫିଲ୍ମର ଦୃଶ୍ୟ ନୁହେଁ ବାସ୍ତବ ଚିତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଉମରକୋଟ ବ୍ଲକ ସୁକିଗାଁ ପଡ଼ିଆରେ ପ୍ରତିଦିନ ଭଳି ଆଜି ଗାଁ ପିଲାମାନେ ଫୁଟବଲ ଖେଳିବାକୁ ଯାଇଥିଲେ । ଏହି ସମୟରେ ହଠାତ ଦୁଇଟି ଭାଲୁ ଜଙ୍ଗଲରୁ ପଡିଆ ଭିତରକୁ ପ୍ରବେଶ କରିଥିଲେ । ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ । ଫଳରେ ଦୁଇ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ । ଯାହାର ଦୃଶ୍ୟ ଏବେ ଭାଇରାଲ ହେଉଛି ।
ମଣିଷ ପରି ଫୁଟବଲ ଖେଳିଲା ଭାଲୁ: ଭାଇରାଲ ହେଲା ଭିଡିଓ
/kanak/media/post_attachments/wp-content/uploads/2021/09/30-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)