କଲେଜ ଭିତରେ ପଶିଲା ଭାଲୁ । ଭାଲୁ ଭୟରେ କଲେଜ ଯାଉନାହାନ୍ତି ଛାତ୍ରଛାତ୍ରୀ

କଲେଜ ଭିତରେ ପଶିଲା ଭାଲୁ । ଭାଲୁ ଭୟରେ କଲେଜ ଯାଉନାହାନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ନୂଆପଡା ନ୍ୟାସନାଲ କଲେଜ ପରିସରରେ ଭାଲୁ ଆତଙ୍କ । ଭାଲୁକୁ ଭୟକରି ଛାତ୍ରଛାତ୍ରୀ କଲେଜ ଯିବାକୁ ବି ଭୟ କରୁଛନ୍ତି । ନୂଆପଡା ଜିଲ୍ଲାର ସିଲଧା ଗାଁର ୫୩ ନଂବର ଜାତୀୟ ରାଜପଥ କଡକୁ ଲାଗି ରହିଛି କଲେଜ ।

ଏବେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଛନ୍ତି ୨ଟି ଭାଲୁ । ସେପଟେ ଭାଲୁକୁ ଘଉଡାଇବା ନେଇ ବନବିଭାଗ ଉଦ୍ୟମ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe