କନକ ବ୍ୟୁରୋ : ନୂଆପଡା ନ୍ୟାସନାଲ କଲେଜ ପରିସରରେ ଭାଲୁ ଆତଙ୍କ । ଭାଲୁକୁ ଭୟକରି ଛାତ୍ରଛାତ୍ରୀ କଲେଜ ଯିବାକୁ ବି ଭୟ କରୁଛନ୍ତି । ନୂଆପଡା ଜିଲ୍ଲାର ସିଲଧା ଗାଁର ୫୩ ନଂବର ଜାତୀୟ ରାଜପଥ କଡକୁ ଲାଗି ରହିଛି କଲେଜ ।
ଏବେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଛନ୍ତି ୨ଟି ଭାଲୁ । ସେପଟେ ଭାଲୁକୁ ଘଉଡାଇବା ନେଇ ବନବିଭାଗ ଉଦ୍ୟମ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/3-2.jpg)