କନକ ବ୍ୟୁରୋ: ଯନ୍ତାରେ ପଡ଼ିଲା ଜଙ୍ଗଲୀ ଭାଲୁ। ୪୮ ଘଣ୍ଟାର ଆତଙ୍କ ପରେ କାବୁ କଲା ବନ ବିଭାଗ। କୋରାପୁଟ ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମ ନିକଟରେ ଥିବା ଏକ ଘରୋଇ ଫାର୍ମ ହାଉସରେ ଆତଙ୍କ ଖେଳାଉଥିଲା ଭାଲୁ। ଶେଷରେ ଟ୍ରାଙ୍କୁଲାଇଜ ଟିମର ସହାୟତାରେ ଆୟତ କରାଯାଇଛି। ଭାଲୁର ଭୟରେ ଫାର୍ମ ହାଉସର ୧୦୦ ଅଧିକ ଶ୍ରମିକ କାମ ବନ୍ଦ କରି ରହିଥିଲେ। ଦିନ ସାରର ଉଦ୍ୟମ ପରେ ଭାଲୁକୁ କାବୁ କରାଯାଇଛି।
ଯନ୍ତାରେ ପଡ଼ିଲା ଜଙ୍ଗଲି ଭାଲୁ ; କୋରାପୁଟ ବୋରିଗୁମ୍ମାରେ କରୁଥିଲା ଉତ୍ପାତ
Advertisment
Follow Us