ସାବିତ୍ରୀ ପାଇଁ ଜାମ୍ ହୋଇଗଲା ବଜାର : ଭିଡ଼ ଭିତରେ ବାରମ୍ବାର ଫସିଲା ଆମ୍ବୁଲାନ୍ସ

ସାବିତ୍ରୀ ପାଇଁ ଜାମ୍ ହୋଇଗଲା ବଜାର : ଭିଡ଼ ଭିତରେ ବାରମ୍ବାର ଫସିଲା ଆମ୍ବୁଲାନ୍ସ

କନକ ବ୍ୟୁରୋ : ଭିଡ ଭିତରେ ବାରମ୍ବାର ଫସିଗଲା ଆମ୍ବୁଲାନ୍ସ । ମଙ୍ଗଳବାର ଦିନ ବାଳକାଟି ବଜାରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ସାବିତ୍ରୀ ପାଇଁ ଶହ ଶହ ଗାଡି ମଟର ରାସ୍ତା ଜାମ କରିଥିଲେ । ଫଳରେ ହସ୍ପିଟାଲ ଯାଉଥିବା ଅନେକ ଆମ୍ବୁଲାନ୍ସ ଭିଡରେ ଫସି ରହିଥିଲା । ପାଖରେ ବାଳକାଟି ଫାଣ୍ଡି ଥିଲେ ବି ନିୟନ୍ତ୍ରଣକୁ ସମ୍ଭାଳି ପାରିନଥିଲେ । ସୋମବାରଦିନ ପ୍ରଶାସନ କଟକଣା ଉଲ୍ଲଙ୍ଘନ ଯୋଗୁଁ ଏଠାରେ ଅନେକ ଦୋକାନ ସିଲ କରିଥିଲା । ମଙ୍ଗଳବାରଦିନ ପୁଣି ଖୋଲିଥିଲା ଦୋକାନ । ପରେ ସ୍ଥାନୀୟ ଲୋକେ ଭିଡ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe