ଯାଜପୁର : ଯାଜପୁରରେ ବର୍ଷା । ସ୍ୱାମୀ ରାଜାଶ୍ରୀଙ୍କ ସହ ବିବାହ ବେଦୀର ୪ ବର୍ଷ ପରେ ଯଜ୍ଞବେଦୀରେ ବର୍ଷାସୋନୀ । ବ୍ୟାସନଗରର ହରିହରାତ୍ମକ ବିଶ୍ୱଶାନ୍ତି ଯଜ୍ଞରେ ରାଜାଶ୍ରୀ ଓ ବର୍ଷାସୋନୀ ପୂର୍ଣ୍ଣାହୂତି ଦେଇଛନ୍ତି । ସ୍ୱାମୀଙ୍କ ସହ ଯଜ୍ଞରେ ବସଛନ୍ତି ବର୍ଷା । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ଏକାଗ୍ରତର ସହ ପୂଜାରେ କରିଛନ୍ତି ଉଭୟ ରାଜାଶ୍ରୀ ଓ ବର୍ଷା । ଦୁହିଁଙ୍କ ଭିତରେ ମନାନ୍ତର ୩ ବର୍ଷ ୨ ମାସ ପରେ ଏହି ଦମ୍ପତି ଏକାଠି ହୋଇଛନ୍ତି । ଆଉ ଦୁଇ ଦିନ ତଳେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏମାନଙ୍କର ମଧ୍ୟରେ ମିଳାମିଶା ହେବା ପରେ ବ୍ୟାସନଗରର ଆୟୋଜିତ ହରିହରାତ୍ମକ ବିଶ୍ୱଶାନ୍ତି ଯଜ୍ଞରେ ଉଭୟ ଏକାଠି ବସି ପୂଜା କରିଛନ୍ତି ।
ଏହା ସହ ପ୍ରେମ ନା ସାଲିସ୍ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/vlcsnap-2016-05-27-14h14m52s197.png)