ଓଲିଉଡ ସୁନ୍ଦରୀ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବେ ତାଙ୍କ ନୂଆ ପ୍ରେମକୁ ନେଇ ଚର୍ଚ୍ଚାରେ । ଚର୍ଚ୍ଚା କିନ୍ତୁ ଏହା ରିୟଲ୍ ଲାଇଫ ନୁହେଁ ରିଲ୍ ଲାଇଫ ପ୍ରେମକୁ ନେଇ । ନିକଟରେ ଆସୁଛି ବର୍ଷାଙ୍କ ଅପ୍ କମିଙ୍ଗ ମୁଭି “ଲଭ୍ ୟୁ ସଲମାନ୍” । ଫଲ୍ମର କହାଣୀ ଆଧାରିତ ହୋଇଛି ଏକ ଯୁବତୀ ଉପରେ ଯିଏ ସଲମାନଙ୍କର ବହୁତ ବଡ ଫ୍ୟାନ୍ । ଆଉ ଫିଲ୍ମ ପାଇଁ ବର୍ଷା ବହୁତ ପରିଶ୍ରମ କରିଥିବାର କହିଛନ୍ତି ଅନୁଭବ । ତେବେ ଏହି ମୁଭିରେ ବର୍ଷା ଦବଙ୍ଗ୍ ଖାନଙ୍କୁ ନେବାକୁ ଚାହୁଛନ୍ତି । ଫଳରେ ଫିଲ୍ମରେ ସଲମାନଙ୍କୁ ଆଣିବା ପାଇଁ ଯୋଜନା କରାଯାଉଛି । ଯଦି ସେ ସଲମାନଙ୍କୁ ଏହି ମୁଭିରେ ଆଣିବାକୁ ସଫଳ ହୁଅନ୍ତି ତେବେ ଏହି ଫିଲ୍ମଟି ନିଶ୍ଚିତ ଭାବରେ ବ୍ଲକବଷ୍ଟର୍ ହେବା ବୋଲି ସମସ୍ତେ ଆଶା କରିଛନ୍ତି ।
ବର୍ଷାଙ୍କ ନୂଆ ପ୍ରେମ
/kanak/media/post_attachments/wp-content/uploads/2016/05/hqdefault-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)