କନକ ବ୍ୟୁରୋ : ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । କହିଛନ୍ତି, ତାଙ୍କ ପାଖକୁ କୌଣସି ଲିଗାଲ ନୋଟିସ ଆସି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/55.jpg)